Compartir
Bichitra Mana (en Oriya)
Bigyani Das
(Autor)
·
Black Eagle Books
· Tapa Blanda
Bichitra Mana (en Oriya) - Das, Bigyani
Libro Nuevo
Importado
Envío: 16 a 22 días háb.
$ 46.19$ 25.41
Costos de importación incluídos en el precio ✅
Reseña del libro "Bichitra Mana (en Oriya)"
ଏ ମନ ବଡ ବିଚିତ୍ର । କେତେବେଳେ ଶକ୍ତ ତ କେତେବେଳେ ଶିଥିଳ; କେତେବେଳେ କଠୋର ତ କେତେବେଳେ କରୁଣାମୟ; କେତେବେଳେ ଚଞ୍ଚଳ ତ କେତେବେଳେ ଥିର । ସେ ମନକୁ ଆୟତ କରିଦେଲେ ସବୁକିଛି ଜୀବନରେ ସମ୍ଭବ ହୋଇଯାଏ । ଆୟତ ନ କରିପାରିଲେ, ମଣିଷ ନିଜ ମନର ଭାବନା ପାଇଁ ଅନେକ ଦୁଃଖ ପାଏ । ଆଲୋକର ଗତିଠାରୁ ମଧ୍ୟ ମନର ଗତି ଅଧିକ ବେଗରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରେ । ଓଡିଆରେ ସେଇ କଥା ବୁଝାଯାଇଛି "ଏଇମନ ବୃନ୍ଦାବନ, ଏଇ ମନ କାଶୀ; ଏଇ ମନ ବଦ୍ରିନାଥ, ପୁରୀ, ବାରାଣସୀ ।" ଏଇ ମନରେ ନବରସର ଭାବ କ୍ଷରଣ ହୁଏ; ସ୍ନେହ, କରୁଣା, ଖୁସି, ଦୁଃଖ, କ୍ରୋଧ, ସାହସ, ଭୟ, ବିଭତ୍ସତା, ବିସ୍ମୟ, ଓ ଶାନ୍ତି । ମନର ସ୍ଥିତି ମୁହଁରେ ଫୁଟିଯାଏ ବୋଲି ଅନେକଙ୍କର ବିଶ୍ୱାସ । ହେଲେ ବି ଅଧୁନା ଅନେକ ବ୍ୟକ୍ତି ଅଭିନୟ କଳାରେ ଧୁରନ୍ଧର । ଉପରେ ହସ ଫୁଟାଇ ଜଣେ ମନ ଭିତରେ ଦୁଃଖିତ ଥାଇପାରେ ଓ ମୁହଁ ଉପରେ ଶୋକ ଦେଖାଇ, ଆଖିରୁ ଲୁହ ଝରାଇ ମନ ଭିତରେ କିଏ ବି ଖୁସି ହୋଇପାରେ । ସେସବୁ ବୁଝିବା କଷ୍ଟ ହୋଇଯାଏ । ମନ ଭିତରେ ରାଗ ରଖି ଅନେକ ମୁହଁ ଉପରେ ବଡ ହସ ଫୁଟାଇ ସ୍ନେହର ଅଭିନୟ କରିପାରନ୍ତି । ସେମିତି ଭିତରେ ଈର୍ଷା ରଖି ଉପରେ ତେଲ ମାଲସ କରି ଅନ୍ୟର ପେଟରୁ କଥା ବାହାର କରିବାରେ ବି ଅନେକଙ୍କର ଦକ୍ଷତା ରହିଛି । ସେମିତି ବୟସ୍କ ମସ୍ତିସ୍କ ଉପରେ ମଧ୍ୟ ଆଜିକାଲି ଅନେକ ତଥ୍ୟ ବାହାରୁଛି । ଡିମେନ୍]ସିଆ ଓ ଆଝାମର୍]ସ୍] ଭଳି ରୋଗ ବୟସ୍କ ମଣିଷକୁ ବାସ୍ତବତାଠାରୁ ଦୂରକୁ ନେଇଯାଇ ଅନେକ ସମସ୍ୟା ସୃଷ୍ଟି
- 0% (0)
- 0% (0)
- 0% (0)
- 0% (0)
- 0% (0)
Todos los libros de nuestro catálogo son Originales.
El libro está escrito en Oriya .
La encuadernación de esta edición es Tapa Blanda.
✓ Producto agregado correctamente al carro, Ir a Pagar.