Compartir
Dekha Hele Kahibi (en Oriya)
Sasmita Kar
(Autor)
·
Black Eagle Books
· Tapa Blanda
Dekha Hele Kahibi (en Oriya) - Kar, Sasmita
Libro Nuevo
Importado
Envío: 20 a 27 días háb.
$ 49.97$ 24.99
Costos de importación incluídos en el precio ✅
Reseña del libro "Dekha Hele Kahibi (en Oriya)"
ମନଗହନର କେଉଁ ଏକ ଅଜଣା ବିନ୍ଦୁରେ ଘୁମେଇଥିବା ଦୂର ଆକାଶର ନିଃସଙ୍ଗ ତରାଟିଏ ହେଇ ଦିକ୍]ଦିକ୍ କରୁଥାଏ କିଛି କଥା, ବେଦନା ଓ ବ୍ୟଥା । କେତେବେଳେ ସେ ବେଦନା ବର୍ଷା ହେଇ ଝରିଝରି ଯାଏ ରାଣୀର ଓଢ଼ଣୀରେ (ରାଣୀର ଓଢ଼ଣୀରେ ବର୍ଷା) ତ ଆଉ କେବେ ରୁନ୍ଧି ହୋଇଯାଏ ପରୀର ଅଧାଲେଖା ଭାଗ୍ୟରେ (ମଧୁବାବୁ ସଙ୍ଗେ ଲଢ଼ିବି) । ପୁଣି କେବେ ସେ ବ୍ୟଥା ପାଲଟିଯାଏ ରାକ୍ଷସୀ ସୂର୍ପଣଖାର ଛଳଛଳ ପ୍ରେମର ନୈବେଦ୍ୟ (ଯୁଗେ ଯୁଗେ ସୂର୍ପଣଖା) ତ ଆଉ କେବେ ମହାପରାକ୍ରମୀ ମହିଷାସୁରର ଆହତ ଅଭିମାନ (ମହିଷାସୁର) । କେବେ 'ବିଶ୍ୱାବସୁର ଦିଅଁ' ସାଜି କବିତା ଉଚ୍ଛୁଳାଇଦିଏ ଭକ୍ତିର ପ୍ଲାବନ । କେବେ ପୁଣି ସାଧାରଣ ମଣିଷର ଅତି ସାଧାରଣ କଥା ପରି ମୋ କବିତା ସୃଷ୍ଟି କରେ 'ସବା ପଛ ମଣିଷ' ଅବା 'ନିଃସଙ୍ଗ ଜୀବନ' । ଗତାନୁଗତିକ ଜୀବନର ଅନୁଭୂତି କବିତାର କୋମଳ ସ୍ପର୍ଶରେ ଋଦ୍ଧିମନ୍ତ । ସାମ୍ପ୍ରତିକ ସମାଜର ଅସଂଖ୍ୟ ଘଟଣା ଓ ଚରିତ୍ରର ବେଦନା । ସେଇମାନଙ୍କ ଭିତରେ ନିଜକୁ ଖୋଜି ପାଇବାକୁ ସ୍ୱତନ୍ତ୍ର ଆବେଦନ । ସମାଜକୁ ଜାଗରୁତ କରାଇବାକୁ ପ୍ରତିବଦ୍ଧତା । କବିତା ପଢ଼ି ମୋହାଚ୍ଛନ୍ନ ହୋଇଯାଏ ପାଠକ । ନିଜକୁ ଏକ ଚରିତ୍ର ଭାବେ ଛିଡ଼ାକରେ । ଓଡ଼ିଆ ସାହିତ୍ୟ ଜଗତର ଏକ ନମ୍ର ସାରସ୍ୱତ ଉଚ୍ଚାରଣ 'ଦେଖା ହେଲେ କହିବି' ।
- 0% (0)
- 0% (0)
- 0% (0)
- 0% (0)
- 0% (0)
Todos los libros de nuestro catálogo son Originales.
El libro está escrito en Oriya .
La encuadernación de esta edición es Tapa Blanda.
✓ Producto agregado correctamente al carro, Ir a Pagar.