Compartir
Kalijanha (en Oriya)
Nayak, Sanjukta (Autor)
·
Black Eagle Books
· Tapa Blanda
Kalijanha (en Oriya) - Nayak, Sanjukta
Libro Nuevo
Importado
Envío: 16 a 22 días háb.
$ 54.04$ 27.02
Costos de importación incluídos en el precio ✅
Reseña del libro "Kalijanha (en Oriya)"
'କାଳିଜହ୍ନ' ମୋର ପ୍ରଥମ ଗଳ୍ପ ସଙ୍କଳନ। ଏଥିରେ ସ୍ଥାନୀତ ଷୋହଳଟି ଗଳ୍ପ ୧୧୯୫ରୁ ୨୦୨୫ ମସିହା ଅବଧିରେ ଲିଖିତ, ଯାହା ପାଠକମାନେ ଅନୁଭବ କରିପାରିବେ। କିଛି ଗଳ୍ପ ବିଭିନ୍ନ ସମୟରେ 'କଥା', 'ସୁଚରିତା', 'ପଞ୍ଚବଟୀ', 'ପକ୍ଷୀଘର' ଇତ୍ୟାଦି ଲୋକପ୍ରିୟ ପତ୍ରିକାମାନଙ୍କରେ ପ୍ରକାଶିତ ହେଇ ପାଠକୀୟ ପ୍ରଶଂସା ଲାଭ କରିଛି। ସେଥିପାଇଁ ମୁଁ ପାଠକ ଏବଂ ସଂପାଦକମାନଙ୍କ ନିକଟରେ କୃତଜ୍ଞ।ଯଦିଓ 'କାଳିଜହ୍ନ' ଗଳ୍ପଟି ମୋର ପ୍ରଥମ ପ୍ରକାଶିତ ଗଳ୍ପ, ତେବେ ତାହା ମୋର ପ୍ରଥମ ଗଳ୍ପ ନୁହେଁ।'କାଳିଜହ୍ନ'ରେ ସ୍ଥାନୀତ ଗଳ୍ପମାନଙ୍କ ମଧ୍ୟରୁ କିଛି ଅଧା, ଚଉଠ ଲେଖା ହେଇ ରହିଥିଲେ। ସେମାନଙ୍କୁ ସାଉଁଟି ଆଣି ଆଜି ପାଠକମାନଙ୍କ ସାମ୍ନାରେ ଛିଡ଼ା କରିବାକୁ ପୁଣି ପରିବର୍ତ୍ତନ କରିଛି। ଯେମିତି 'ଧରାପଡ଼ିବାର ବେଳ' ଗପଟି ଆଜିକୁ ତିରିଶ ବର୍ଷତଳେ ଲେଖିଥିଲି। କବିତା ପୁସ୍ତକ ପାଇଁ ଖୋଜାଖୋଜି ବେଳେ ତାକୁ ପୁରୁଣା ଫାଇଲ ଭିତରୁ ଖୋଜି ପାଇଲି। ସେ ସମୟରେ ଆୟକର ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ନାୟିକା ଟ୍ରେନ୍]ରେ ଯାଉଥିଲା, କାରଣ ଭୁବନେଶ୍ୱରରୁ ପର୍ଯ୍ୟାପ୍ତ ବିମାନସେବା ନଥିଲା। କିନ୍ତୁ ବର୍ତ୍ତମାନ ପାଠକମାନଙ୍କ ସାମ୍ନାକୁ ଆଣିବାରୁ, ସମସ୍ତ ଘଟଣାକ୍ରମ ଟ୍ରେନ୍ ବଦଳରେ ଏୟାରପୋର୍ଟ ଏବଂ ବିମାନ ଭିତରେ ଘଟେଇବାକୁ ପଡ଼ିଛି।ମୁଁ ଗଳ୍ପ ଲେଖେ ଯେତେବେଳେ ସେ ଗଳ୍ପର ଚରିତ୍ରମାନେ ମତେ ବାଧ୍ୟ କରନ୍ତି ତାଙ୍କ କଥା ଲେଖିବା ପାଇଁ; ଅନୁବାଦ କରେ, ଅନ୍ୟ ଭାଷାରେ ଲ
- 0% (0)
- 0% (0)
- 0% (0)
- 0% (0)
- 0% (0)
Todos los libros de nuestro catálogo son Originales.
El libro está escrito en Oriya.
La encuadernación de esta edición es Tapa Blanda.
✓ Producto agregado correctamente al carro, Ir a Pagar.