Compartir
Kanda mo Priya Janmabhumi (en Oriya)
Alan Paton (Autor)
·
Black Eagle Books
· Tapa Blanda
Kanda mo Priya Janmabhumi (en Oriya) - Alan Paton
Libro Nuevo
Importado
Envío: 16 a 22 días háb.
$ 56.90$ 28.45
Costos de importación incluídos en el precio ✅
Reseña del libro "Kanda mo Priya Janmabhumi (en Oriya)"
ୟୁରୋପୀୟ ସାମ୍ରାଜ୍ୟବାଦ ଓ ଖ୍ରୀଷ୍ଟିଆନ ଧର୍ମାନ୍ତରୀକରଣ ପୃଷ୍ଠପଟରେ ଲିଖିତ ଏଇ ଉପନ୍ୟାସରେ କ୍ରମବର୍ଦ୍ଧିଷ୍ଣୁ ବର୍ଣ୍ଣ ବୈଷମ୍ୟବାଦ ଓ ଜାତିଭେଦ ବିରୋଧରେ ଆଫ୍ରିକାର କୃଷ୍ଣକାୟ ଅଧିବାସୀଙ୍କର ବିଦ୍ରୋହର ସ୍ୱର ପ୍ରତିଫଳିତ ହେଇଛି । ଅର୍ଥନୈତିକ, ସାମାଜିକ, ଜାତିଗତ ବିଷମତା ଭିତରେ ସେଠି କେମିତି ଚାରିଆଡ଼େ ଭୟର ବାତାବରଣ ଘେରି ରହିଛି ତାର ଅବତାରଣା କରାଯାଇଛି । ଏପରିକି ନବଜାତକ ଶିଶୁ ବି ଉତ୍ତରାଧିକାର ସୂତ୍ରରେ ଭୟ ନେଇ ଜନ୍ମ ହୁଏ - ପ୍ରିୟ ମଣିଷକୁ ହରାଇବାର ଭୟ, ବିଶ୍ୱାସ ହରାଇବାର ଭୟ, ଅପରାଧର ଭୟ, ବିଖଣ୍ଡିତ ପରିବାରର ଭୟ ଇତ୍ୟାଦି... ଏଇ ପରିପ୍ରେକ୍ଷୀରେ ସହର ବନାମ ଗାଁ, ପାରମ୍ପରିକ ଦେଶୀୟ ଜୀବନ ବନାମ ତଥାକଥିତ ସଭ୍ୟ ସହରୀକରଣ, ମୂଲ୍ୟବୋଧ ଭିତ୍ତିକ ବାପା ବନାମ ପୁଅର ଜୀବନଦୃଷ୍ଟି ଆଦିର ଏକ ସଂଘର୍ଷମୟ ବିରୋଧାଭାସକୁ ଜଟିଳ ରୂପକ ଓ ଅଳଙ୍କାର ମାଧ୍ୟମରେ ଚିତ୍ରଣ କରି ଆଲାନ୍] ପେଟନ୍] ଆଫ୍ରିକୀୟ ସମାଜର କ୍ରମବର୍ଦ୍ଧିଷ୍ଣୁ ଅବକ୍ଷୟକୁ ଦର୍ଶାଇଛନ୍ତି ।ବର୍ଣ୍ଣବୈଷମ୍ୟବାଦର କୁପରିଣାମ ଉପରେ ଏକ ସାମାଜିକ ବିବରଣୀ ଭାବରେ ବିବେଚିତ ଏଇ ଉପନ୍ୟାସଟିକୁ ଓଡ଼ିଆ ପାଠକଙ୍କ ପାଖରେ ପହଞ୍ଚାଇବାକୁ ଏହା ଏକ ବୌଦ୍ଧିକ ପ୍ରୟାସ ମାତ୍ର ।
- 0% (0)
- 0% (0)
- 0% (0)
- 0% (0)
- 0% (0)
Todos los libros de nuestro catálogo son Originales.
El libro está escrito en Oriya.
La encuadernación de esta edición es Tapa Blanda.
✓ Producto agregado correctamente al carro, Ir a Pagar.