Compartir
Nibhruta Madhubana (ନ ି ଭ ୃ ତ ମ ଧ ୂ ବ ନ ) (en Oriya)
Panda Sunanda Mishra (Autor)
·
Vidya Publishing Inc.
· Tapa Blanda
Nibhruta Madhubana (ନ ି ଭ ୃ ତ ମ ଧ ୂ ବ ନ ) (en Oriya) - Panda Sunanda Mishra
Libro Nuevo
Importado
Envío: 19 a 26 días háb.
$ 55.82$ 27.91
Costos de importación incluídos en el precio ✅
Reseña del libro "Nibhruta Madhubana (ନ ି ଭ ୃ ତ ମ ଧ ୂ ବ ନ ) (en Oriya)"
ଡକ୍ଟର ସୁନନ୍ଦା ମିଶ୍ର ପଣ୍ଡା ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଜଗନ୍ନାଥ ସଂସ୍କୃତିରେ ପି.ଏଚ୍.ଡି କରିବା ପରେ ଦେଶ ବିଦେଶରେ ଅଧ୍ୟାପନା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି।ଓଡ଼ିଶାର ଏହି ସୁଯୋଗ୍ୟ କନ୍ୟା ଦେଶ ବିଦେଶରେ ଓଡ଼ିଆ ଭାଷା,ଶିକ୍ଷା ଓ ଓଡ଼ିଆ ସଂସ୍କୃତି ପ୍ରଚାର ପ୍ରସାର ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରି ଆସୁଛନ୍ତି।ସାହିତ୍ୟିକ ପରିବାରର କନ୍ୟା ଏବଂ ଆଜନ୍ମ ସାହିତ୍ୟିକ ବାତାବରଣରେ ଲାଳିତପାଳିତ ଶ୍ରୀମତୀ ମିଶ୍ର ଛାତ୍ର ଅବସ୍ଥାରୁ ଓଡ଼ିଆ ଗପ କବିତା ପଠନ ଦିଗରେ ରୁଚି ରଖୁଥିଲେ ଏବଂ ଅନ୍ତର ଭିତରୁ ପ୍ରେରଣା ପାଇଲା ମାତ୍ରକେ ନିଜ ଭାବନାକୁ କବିତାକାରରେ ପ୍ରକାଶ କରୁଥିଲେ।କବିଙ୍କ କବିତାମାନ ନବଲିପି, ସମାରୋହ ଇତ୍ୟାଦି ଉଚ୍ଚାଙ୍ଗ ସାହିତ୍ୟପତ୍ରିକା ସବୁରେ ପ୍ରକାଶ ପାଇ ପାଠକୀୟ ଆଦୃତି ଲାଭ କରିଛି। ଶ୍ରୀମତୀ ମିଶ୍ର ଗଳ୍ପ ରଚନା ଦିଗରେ ସୁଦ୍ଧା ପ୍ରୟାସୀ ଏବଂ ତାଙ୍କର ପ୍ରଥମ ଗଳ୍ପ 'କଥା' ପତ୍ରିକାର ନଭେମ୍ବର ୨୦୨୪ ସଂଖ୍ୟାରେ ପ୍ରକାଶ ପାଇ ଗଳ୍ପଜଗତରେ ତାଙ୍କ ପ୍ରଥମ ପଦପାତକୁ ସାଦର ସ୍ୱାଗତ କରିଛି। ସୁଦୂର କାନାଡ଼ାରେ ରହି ସୁଦ୍ଧା ମାତୃଭୂମି ଓ ମାତୃଭାଷାର ଅପାସୋରା ସ୍ମୃତିର ନିଦର୍ଶନ ହେଉଛି ଶ୍ରୀମତୀ ମିଶ୍ରଙ୍କ ପ୍ରଥମ କବିତା ସଂକଳନ 'ନିଭୃତ ମଧୁବନ'। ଆଶା କରୁଛୁ କାବ୍ୟମୋଦୀ ପାଠକେ କବିଙ୍କ ପ୍ରୟାସକୁ ସ୍ୱାଗତ କରିବେ ଏବଂ ଭଲପାଇବା ଦେଇ ପ୍ରୋତ୍ସାହିତ କରିବେ।
- 0% (0)
- 0% (0)
- 0% (0)
- 0% (0)
- 0% (0)
Todos los libros de nuestro catálogo son Originales.
El libro está escrito en Oriya.
La encuadernación de esta edición es Tapa Blanda.
✓ Producto agregado correctamente al carro, Ir a Pagar.