Compartir
Nishwasara Chhai (en Oriya)
Nayak, Santosh Kumar (Autor)
·
Black Eagle Books
· Tapa Blanda
Nishwasara Chhai (en Oriya) - Nayak, Santosh Kumar
Libro Nuevo
Importado
Envío: 18 a 25 días háb.
$ 53.97$ 26.99
Costos de importación incluídos en el precio ✅
Reseña del libro "Nishwasara Chhai (en Oriya)"
ଲକ୍ଷ୍ମୀନାଥ ବେଜବରୁଆଙ୍କ 'ଲୋଭ' ଗଳ୍ପଟି ଦ୍ୱାରା ମୋ'ର ଏହି ସଂକଳନର ଅନ୍ୟତମ ଗଳ୍ପ 'ଜାଲ' ପ୍ରାୟ ସଂପର୍କରେ ଘନିଷ୍ଠତର ହେବ। ସେଇପରି 'ଶଠ' ଗଳ୍ପଟି ତାରାଶଙ୍କର ବନ୍ଦ୍ୟୋପାଧ୍ୟାୟଙ୍କ 'କାଲାପାହାଡ୍]' ଗଳ୍ପଟି ଦ୍ୱାରା ପ୍ରଭାବିତ ହୋଇ ଲେଖାଯାଇଛି। ସଂକଳନର ଅନ୍ୟତମ ଗଳ୍ପ 'ଦଶନମ୍ବର' ମୋ ଜୀବନର ଏକ ଅଂଶ। ସେହିପରି 'ମୂର୍ତ୍ତିମାନବୀ' ମୋ'ର କୈଶୋର କାଳର ଅଭିଜ୍ଞତା ପ୍ରସୂତ।'କାର୍ତ୍ତିକ ପୁନେଇଁ' ଗଳ୍ପର ଚରିତ୍ର, ସ୍ଥାନ ଓ କାଳ ଶହେ ଶତକଡ଼ା ସତ। ଟ୍ରେଜେରି ପାଖର ପୋଖରୀ ହିଁ ସେଇ ପୋଖରୀ। ଆମେ ନିଉକଲୋନୀରେ ରହୁଥିଲାବେଳେ ତଥା ମୋ'ହାଇସ୍କୁଲ୍ ସମୟରେ ଏହି ଗଳ୍ପର ଅନୁଭୂତି। 'ଦୀପାବଳୀ' ଗଳ୍ପଟିର ଥିମ୍ ନିଷ୍ଠୁର ବାସ୍ତବବାଦ ତଥା ଲେଖକୀୟ ଅନୁଭୂତି ଉପରେ ପ୍ରତିଷ୍ଠିତ। 'ଦୀପାବଳୀ' ଗଳ୍ପର ଘଟଣା ଆଜି ସମାଜର କୋଣାନୁକୋଣରେ ଘଟୁଛି। କିନ୍ତୁ ବଡ଼ କଥାଟା ହେଲା ସଂପର୍କର ଗ୍ରନ୍ଥି, ସଂପର୍କର ସାଂଦ୍ରତା। ଏହା ହିଁ ଗଳ୍ପର ମୂଳକଥା। 'ମାସ୍]କଟ୍]' ଗଳ୍ପ ମୋ କଲେଜ ଜୀବନ ଆରମ୍ଭ କାଳର ଅନୁଭୂତି। ୨୦୦୬-୦୭ ମସିହା ବେଳର ଅନୁଭୂତିକୁ ନେଇ ଏ ଗଳ୍ପଟି ରଚିତ। ବାଲି ବିଶ୍ୱକର୍ମା ଗଳ୍ପଟିରେ ଯେଉଁ କଥା ଘଟିଛି ମୋ' ଦଶମ ଶ୍ରେଣୀ କାଳର ଅନୁଭୂତି ପ୍ରସୂତ। ଅବଶ୍ୟ ଏହା ପରୋକ୍ଷ ଅନୁଭୂତି ଥିଲା। ସେହିପରି 'ବାଃ' ଗଳ୍ପଟି ଅତ୍ୟନ୍ତ ହୃଦୟ ବିଦାରକ ସ୍ୱପ୍ନର ପରିଣାମ। 'ଗୁଟି' ଗଳ୍ପଟି ମଧ୍ୟ ରାସ୍ତାକଡ଼ର ଲୋକଙ୍କୁ ଦେଖି ମନରେ ଜନ୍ମିଥିବା କଳ୍ପନାର ଫଳ। କିନ୍&
- 0% (0)
- 0% (0)
- 0% (0)
- 0% (0)
- 0% (0)
Todos los libros de nuestro catálogo son Originales.
El libro está escrito en Oriya.
La encuadernación de esta edición es Tapa Blanda.
✓ Producto agregado correctamente al carro, Ir a Pagar.