Compartir
Puri Gapa (en Oriya)
Mohapatra, Siddheswar; Nanda, Debiprasanna (Autor)
·
Black Eagle Books
· Tapa Blanda
Puri Gapa (en Oriya) - Mohapatra, Siddheswar; Nanda, Debiprasanna
Libro Nuevo
Importado
Envío: 17 a 23 días háb.
$ 41.91$ 20.96
Costos de importación incluídos en el precio ✅
Reseña del libro "Puri Gapa (en Oriya)"
ପୁରୀ ସଂସ୍କୃତିର ଉଭା ଯେତେ ପୋତା ତତୋଧିକ। ଶ୍ରୀମନ୍ଦିରର କୋଣ ଅନୁକୋଣର ରହସ୍ୟ ଭଳି ପୁରୀରେ ପ୍ରଚଳିତ ଲୋକଭାଷା, କଥନଶୈଳୀ, ବାସିନ୍ଦାଙ୍କ ଜୀବନଶୈଳୀ, ଖାଦ୍ୟ ରୁଚି ଆଦିରେ ଭରି ରହିଥାଏ ଏକ ନିଆରାପଣ। ଜୀବନ୍ତ ସାଂସ୍କୃତିକ ପରମ୍ପରା ଏସବୁକୁ ଯୁଗ ଯୁଗ ଧରି ପରିପୁଷ୍ଟ କରି ଚାଲିଛି। ପୁରୀର ସାଂସ୍କୃତିକ ସୌରଭ ଯେ ଆଘ୍ରାଣ କରିଛି ସେ ବିମୋହିତ ହୋଇଛି। ପୁରୀର ଦିବ୍ୟତା, ମହାପ୍ରଭୁଙ୍କ ମହିମା, ସମୁଦ୍ରର ବିଶାଳତା, ନୀଳଚକ୍ରର ଗରିମା ଓ ବଡ଼ଦାଣ୍ଡର ଆକର୍ଷଣରେ ପ୍ରଭାବିତ ଓ ବିମୋହିତ ହୋଇ ବହୁ ବିଦଗ୍ଧ ଲେଖକ ରଚନା କରିଛନ୍ତି ଅସଂଖ୍ୟ ପ୍ରବନ୍ଧ, ନାଟକ, ଉପନ୍ୟାସ, କବିତା, ଗଳ୍ପ ତଥା ଅନୁଭୂତି କାହାଣୀ। ଏଇ ମାଟିର କଥାସବୁକୁ ଯେଉଁ ପୂର୍ବସୁରୀ ଭାଷାର ମାଧୁର୍ଯ୍ୟରେ ସଜାଇ ରସାଣିତ ସାହିତ୍ୟର ରୂପ ଦେଇଛନ୍ତି ସେମାନେ ଆମର ନମସ୍ୟ। ବରିଷ୍ଠ ସାହିତ୍ୟପ୍ରେମୀ ବିଜୟ ଦାସଙ୍କ ନିବେଦିତ, ଡ଼.ସିଦ୍ଧେଶ୍ୱର ମହାପାତ୍ରଙ୍କ ଦ୍ୱାରା ସଂପାଦିତ ଏକ ସଂକଳନ 'ପୁରୀ ଗପ' ୨୦୧୧ରେ ପ୍ରକାଶ ପାଇଥିଲା। ଦୀର୍ଘ ଚଉଦ ବର୍ଷ ପରେ ଏହାର ଦ୍ୱିତୀୟ ସଂସ୍କରଣ ପ୍ରକାଶନ ପାଇଁ ଏ ପ୍ରୟାସ। ଏଥିରେ ୩୨ଟି ଗଳ୍ପ ସ୍ଥାନ ପାଇଛି। ଏଥିରେ ଦୁଇ ପୀଢ଼ି ଯୋଡ଼ି ହୋଇଛନ୍ତି। ଅନେକେ ଦିବଂଗତ, ତେବେ ସେମାନଙ୍କ ଗଳ୍ପ ସୃଜନ ଉଚ୍ଚତର ସାହିତ୍ୟିକ ମୂଲ୍ୟ ବହନକରେ ବୋଲି ଆମର ବିଶ୍ୱାସ। ----ଦେବୀ ପ୍ରସନ୍ନ ନନ୍ଦ, ସଂପାଦକ
- 0% (0)
- 0% (0)
- 0% (0)
- 0% (0)
- 0% (0)
Todos los libros de nuestro catálogo son Originales.
El libro está escrito en Oriya.
La encuadernación de esta edición es Tapa Blanda.
✓ Producto agregado correctamente al carro, Ir a Pagar.