Compartir
ସୁରଭି - ପ୍ରଥମ ଭାଗ (Surabhi - Part - 01) (en Oriya)
Nilamadhab Bhuyan
(Autor)
·
Storymirror Infotech Pvt Ltd
· Tapa Blanda
ସୁରଭି - ପ୍ରଥମ ଭାଗ (Surabhi - Part - 01) (en Oriya) - Bhuyan, Nilamadhab
Libro Nuevo
Importado
Envío: 16 a 23 días háb.
$ 60.56$ 33.31
Costos de importación incluídos en el precio ✅
Reseña del libro "ସୁରଭି - ପ୍ରଥମ ଭାଗ (Surabhi - Part - 01) (en Oriya)"
About The Book: 'ସୁରଭି ଏକ ଜୀବନ୍ତ କାହାଣୀ'ରେ ଜୀବନର ନବ ଦିଗନ୍ତ ସମାବେଶ ସହିତ ତିନୋଟି ପରିବାରକୁ ନେଇ ଏହି ଉପନ୍ୟାସ ବର୍ଣ୍ଣିତ। ଏହି ଉପନ୍ୟାସକୁ ନେଇ ଲେଖକ କୁହନ୍ତି ଯେ, ଏଥିରେ ଅଙ୍ଗେ ନିଭାଇ ଥିବା ଏକ ଜୀବନ୍ତ ଚରିତ୍ରଙ୍କ ମୁଖରୁ ଏହି କାହାଣୀଟି ଶ୍ରୋତା ଭାବେ ସେ ପ୍ରାୟ ପାଞ୍ଚ ଦିନ ଧରି ଏହି କାହାଣୀ ଟିକୁ ସାଉଁଟି ତାକୁ ଏକ ଉପନ୍ୟାସର ରୂପ ଦେଇଛନ୍ତି। ସେ କୁହନ୍ତି ସେ ଯେତେବେଳେ ଶ୍ରୋତା ଭାବେ ଏହି କାହାଣୀକୁ ସାଉଁଟି ବାରେ ଲାଗିଥିଲେ। ସେତେବେଳେ ତାଙ୍କୁ ମନେ ହେଉଥିଲା ଯେ ଏହି ଘଟଣା ଗୁଡ଼ିକ ଯେମିତି ତାଙ୍କ ସହ ଘଟୁଛି। ଏହି କାହାଣୀରେ ନାରୀର ପ୍ରକୃତ ମୂଲ୍ୟକୁ ଲେଖକ ପଦାର୍ପଣ କରିବାକୁ ଚେଷ୍ଟା କରିଛନ୍ତି। ଏହି ଉପନ୍ୟାସ ଆପଣଙ୍କୁ ଜୀବନ୍ତ ଅନୁଭବ ଦେବ। ସେ କୁହନ୍ତି କିଛି ଜୀବନ୍ତ ଚରିତ୍ର ସହ ସେ ନିଜେ ଦେଖା କରି ତାଙ୍କ ଠାରୁ ଏହି ବିଷୟରେ ଜାଣିବା ପରେ ସେ ନିଜେ ବହୁତ୍ ଦୁଃଖୀ ଅନୁଭବ ହୋଇଥିଲେ। ଏହି ଉପନ୍ୟାସ ଜନ୍ମରୁ ଆରମ୍ଭ ହୋଇ ପିଲା ଦିନ, ସ୍କୁଲ୍ ସାଙ୍ଗ, କଲେଜ୍, ପ୍ରେମ, ବାହାଘରରୁ ପାରିବାରିକ କାହାଣୀ ଭିତରକୁ ଆସି ଶେଷରେ ଏକ ଅଭୁଲା ସ୍ମୃତି ଦେଇ ସମସ୍ତଙ୍କ ମନକୁ ଗଭୀର ଦୁଃଖର ସାଗରରେ ହଜେଇ ଦେଇଛି। ପରିବାରରେ ଯେଉଁ ଦୁଃଖ, ପ୍ରେମ ଏବଂ ମନଛୁଆଁ ପରିସ୍ଥିତି ଘଟିଛି ତାହା କେବଳ ଆପଣ ପଢିଲା ପରେ ଅନୁଭବ କରି ପାରିବେ। ଏହା ଉପନ୍ୟାସର ପ୍ରଥମ ଭାଗ। ଏଥିରେ ସୁରଭିର ଜନ୍ମ ଠାରୁ ପାଠପଢା ଏବଂ ସ୍ୱାମୀ ପ୍ରତି ପ୍ରେମ, ରୋ&
- 0% (0)
- 0% (0)
- 0% (0)
- 0% (0)
- 0% (0)
Todos los libros de nuestro catálogo son Originales.
El libro está escrito en Oriya .
La encuadernación de esta edición es Tapa Blanda.
✓ Producto agregado correctamente al carro, Ir a Pagar.