B-Days hasta 60% OFF en Stock Limitado  Ver más

Enviar a
Quito, Pichincha
0
  • argentina
  • chile
  • colombia
  • españa
  • méxico
  • perú
  • estados unidos
  • internacional

Selecciona tu país

América

Europa

Resto del mundo

portada Dhyana Buddhatwara Bigyana (en Oriya)
Formato
Libro Físico
Idioma
Oriya
N° páginas
202
Encuadernación
Tapa Blanda
Dimensiones
21.6x14x1.2 cm
Peso
0.26 kg.
ISBN13
9781645604372

Dhyana Buddhatwara Bigyana (en Oriya)

Acharya Swami Jagannath (Autor) · Black Eagle Books · Tapa Blanda

Dhyana Buddhatwara Bigyana (en Oriya) - Jagannath, Acharya Swami

Libro Nuevo Importado
Envío: 16 a 22 días háb.
$ 56.31$ 28.15
-50%
Costos de importación incluídos en el precio ✅
Libro Nuevo

Quedan 50 unidades

$ 28.15
Llega entre el 21 Sep y el 01 Oct a Quito, Pichincha. Seleccionar ubicación

Reseña del libro "Dhyana Buddhatwara Bigyana (en Oriya)"

ଶୂନ୍ୟ ବିଚାର ହିଁ ଆତ୍ମ ଜ୍ଞାନର ଉଦ୍]ଗମ, ଯାହାକୁ ଧ୍ୟାନ ବା ଅସ୍ତିତ୍ୱର ପରମ ଧ୍ୱନିକୁ ଶ୍ରବଣ କରିଥାନ୍ତି, ଅନୁଭବୀ । ସେହି ଏକା ବହୁମୂଲ୍ୟ ଘଟଣା । ଅତି ଆବଶ୍ୟକ, ଶୃଙ୍ଖଳା, ଶାନ୍ତି ଓ ସମାଧି ପାଇଁ । ତେବେ ଧ୍ୟାନରୁ ସମାଧି, ସମାଧିରୁ ସମ୍ବୋଧି (ଋଦ୍ଭକ୍ଷସଶଷଗ୍ଧରଦ୍ଭଜ୍ଞରଦ୍ଭଗ୍ଧ) ଉପଲବ୍ôଧ ସମ୍ଭବ । ଯାହାକୁ ଯୋଗର ଶିଖର ଓ ଅସ୍ତିତ୍ୱର ଅନ୍ତିମ ପ୍ରସାଦ କହିଥାନ୍ତି । ସେହି ବୁଦ୍ଧତ୍ୱ ଆମର ଚେତନାର କମଳ । (ୠକ୍ଷକ୍ଟଙ୍ଗରକ୍ସସଦ୍ଭଶ କ୍ଟଲ ଉକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ) କହନ୍ତି । ବ୍ୟକ୍ତିଗତ ଚେତନା ଯେବେ ବ୍ରହ୍ମ ଚୈତନ୍ୟ, ବା ଉକ୍ଟଗ୍ଦଜ୍ଞସମ ଉକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ ସହିତ ମିଶି ଏକାକାର ହୁଏ, ତା\'ରି ସୁଗନ୍ଧ ଧରିତ୍ରୀରେ ଅଦିନ ବସନ୍ତ ଆଣେ । ସନ୍ଥ କହନ୍ତି, ଯେବେ କେହି ଆମ ଭିତରୁ ଉପଲବ୍ôଧ ପାଏ, ତାହା ଅସ୍ତିତ୍ୱର ଅନୁଦାନ ଜଗତବାସୀଙ୍କ ପାଇଁ । ତେଣୁ ସହଜ, ଜାଗୃତ, ଶାନ୍ତ ହୋଇ ପରମ ବିଶ୍ରାମ ପାଇବା ସମସ୍ତଙ୍କର ଅଧିକାର । କିନ୍ତୁ ସମ୍ୟକ ଧ୍ୟାନ ଓ ସମାଧି ଯାତ୍ରାରେ ପାଦ ଦେବା ଅତି ଜରୁରୀ । ସଂବୋଧି ବାସ୍ତବିକ ସମ୍ପଦ । ତାକୁ ଆବିଷ୍କାର କରିବାର କ୍ଷମତା ସମସ୍ତଙ୍କର ଅଛି । କେବଳ ସମ୍ୟକ ଶ୍ରମ, ଶୁଦ୍ଧ ଶ୍ରଦ୍ଧା ଓ ଅନ୍ତର ଶ୍ରବଣ କଲେ ଯଥେଷ୍ଟ ହେବ । ମନୁଷ୍ୟ ଜାତିର ଇତିହାସରେ ଆଗାମୀ ବର୍ଷ ବହୁତ ମହତ୍ତ୍ୱପୂର୍ଣ୍ଣ । ଯଦି ବଡ ଧରଣର ସମ୍ୟକ ଧ୍ୟାନର ଜାଗରଣ ସୁରୁ ନହୁଏ, କୋଟି କୋଟି ଲୋକ ଭୌତିକବା

Opiniones del libro

Preguntas frecuentes sobre el libro

Todos los libros de nuestro catálogo son Originales.
El libro está escrito en Oriya .
La encuadernación de esta edición es Tapa Blanda.

Preguntas y respuestas sobre el libro

¿Tienes una pregunta sobre el libro? Inicia sesión para poder agregar tu propia pregunta.

Opiniones sobre Buscalibre

Ver más opiniones de clientes